#ଚହଲିଲା_ସମୁଦ୍ର_ତଳର_ମାଟି
#ସୃଷ୍ଟି_ହେଲା_ଭୟଙ୍କର_ସୁନାମି
ଶୁକ୍ରବାର ଏବଂ ସନିବାର ଦୁଇଦିନ ଧରି ଦ୍ୱୀପ ଦେଶ ଟୋଙ୍ଗାରେ ତାଣ୍ଡବ ଲୀଳା ରଚିଚାଲିଛି ପ୍ରକୃତି । ସମୁଦ୍ର ତଳେ ସୃଷ୍ଟି ହୋଇଛି ଭୁମିକମ୍ପ, ସୃଷ୍ଟି ହେଲା ଭୟଙ୍କର ସୁନାମି।
#Tonga #volcano #eruption #tsunami #newzealand #earthquake